ପ୍ରମୁଖ ଖବର
କରୋନା ଯୋଗୁ ଦୀର୍ଘ ମାସ ହେଲା ବନ୍ଦ ରହିଥିବା ମା’ ତାରିଣୀଙ୍କ ମନ୍ଦିର ଆଜି ଭକ୍ତଙ୍କ ପାଇଁ ଖୋଲାଯାଇଛି।

କରୋନା ଯୋଗୁ ଦୀର୍ଘ ମାସ ହେଲା ବନ୍ଦ ରହିଥିବା ମା’ ତାରିଣୀଙ୍କ ମନ୍ଦିର ଆଜି ଭକ୍ତଙ୍କ ପାଇଁ ଖୋଲାଯାଇଛି।ପ୍ରଥମେ ସେବାୟତ ଓ ସେମାନଙ୍କ ପରିବାରଙ୍କୁ ଦର୍ଶନ ର ଅନୁମତି ମିଳିଛି