ପ୍ରମୁଖ ଖବର
ତୁଳା (Tula)

ଶୁଭ ସଂଖ୍ୟା :- 1
ଶୁଭ ରଙ୍ଗ :- କମଳା ଏବଂ ସୁନେଲି

ଆପଣ ଭାବାନାତ୍ମିକ ସ୍ଥରରେ ବହୁତ ସମ୍ବେଦନଶୀଳ ଅଟନ୍ତି, ସେଥିପାଇଁ ଏମିତି ଅବସ୍ଥାରୁ ଦୁରେଇ ରହିବା ଉଚିତ ଯାହା ଆପଣଙ୍କୁ କଷ୍ଟ ଦେଇ ପାରେ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ | ଜୀବନର କର୍ଯ୍ୟବ୍ୟସ୍ତ ରାସ୍ତାରେ ଆପଣଙ୍କ ଜୀବନ-ସାଥି ଅତି ଉତ୍ତମ ଥିବା କାରଣରୁ ଆପଣ ନିଜକୁ ଅତି ଭାଗ୍ୟଶାଲୀ ଅନୁଭବ କରୁଛନ୍ତି | କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ | ଆଜି ଆପଣ ଆପଣଙ୍କ ପରିବାର ସହିତ ଆପଣଙ୍କ ସମସ୍ୟା କଟହ ହୋଇପାରନ୍ତି | ଆପଣଙ୍କ କଥା ଶୁଣି ପରିବାର ଲୋକ ବ୍ୟସ୍ତ ହୋଇପାରନ୍ତି କିନ୍ତୁ ସମାଧାନ ବି ନିଶ୍ଚୟ ମିଳିବ | ଜୀବନ ବହୁତ ସୁନ୍ଦର ଦେଖା ଯିବ, କାରଣ ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କିଛି ବିଶେଷ ଯୋଜନା କରିଛନ୍ତି |