ପ୍ରମୁଖ ଖବର
ମେଷ (Mesha)

ଶୁଭ ସଂଖ୍ୟା :- 1
ଶୁଭ ରଙ୍ଗ :- କମଳା ଏବଂ ସୁନେଲି

ଆପଣଙ୍କ ଉଛ ବୌଦ୍ଧିକ କ୍ଷମତା ଆପଣଙ୍କ ଅସମର୍ଥତା ସହିତ ଯୁଦ୍ଧ କରିବାରେ ସହଯୋଗ ଦେବ | କେବଳ ସକାରାତ୍ମକ ବିଚାର ଦ୍ୱାରା ହିଁ ଏହି ସମସ୍ୟାଠୁ ନିଜାତ ପାଇଁ ପାରିବେ | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି,ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ | ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ରହିବ | ପ୍ରେମର ମଜା ଅନୁଭବ କରନ୍ତୁ | ସେତେ ପର୍ଯନ୍ତ କାହାକୁ କଥା ଦିଅନ୍ତୁନାହିଁ,ଯେତେ ପର୍ଯନ୍ତ ଆପଣଙ୍କର ନିଜର ବିଶ୍ୱାସ ନ ହୁଏ କି ଆପଣ ତାଙ୍କୁ ଯେ କୌଣସି ପରିସ୍ଥିତିରେ ବି ପୁରା କରିବେ ଆଜି ଘରେ ପୂଜା ପାଠ ଓ ବିଭିନ ଶୁଭ କାର୍ଯ୍ୟ ହେବ | ଆଜି ଆପଣଙ୍କ ବୈବାହିକ ଜୀବନ ଗୋଟେ ବିଶିଷ୍ଟ ଦିଗରେ ଦୌଡ଼ିବ |