ପ୍ରମୁଖ ଖବର
କର୍କଟ (Karkata)

ଶୁଭ ସଂଖ୍ୟା :- 2
ଶୁଭ ରଙ୍ଗ :- ରୂପେଲି ଏବଂ ଧଳା

ନିଜର ଚିନ୍ତା ଦୂର କରିବା ପାଇଁ ନିଜର ପରିବାର ଲୋକଙ୍କ ସାହାଯ୍ୟ ନିଅନ୍ତୁ | ତାନ୍କର ସାହାଯ୍ୟକୁ ଖୋଲା ମନରେ ସ୍ୱୀକାର କରନ୍ତୁ | ନିଜର ଭାବନାକୁ ଲୁଚାନ୍ତୁନି | ନିଜର ଭାବନା ଅନ୍ୟ ମାନଙ୍କ ସାମନାରେ ପ୍ରକାଶିତ କଲେ ଲାଭ ମିଳିବ | ଆଜି କୌଣସି ଏମିତି କୁଣିଆ ଆପଣଙ୍କ ଘରକୁ ଆସିପାରନ୍ତି ଯାହାଙ୍କ ଆଗମନରେ ଆସନ୍ତା ମାସରେ ହେବାକୁଥିବା ଖର୍ଚ୍ଚ ଏହି ମାସରେ ହୋଇଯିବ | ଆଜି ଆପଣଙ୍କ ପିଲା ମାନେ ଘରେ କିଛି ଗୋଟେ କଥାକୁ ନେଇକି ବିବାଦ ସୃଷ୍ଟି କରିବେ - କିଛି ବି ନିର୍ଣୟ ନେବା ଆଗରୁ ଭଲ ଭାବରେ ପ୍ରମାଣିତ ପର୍ଯ୍ୟବେକ୍ଷଣ କରନ୍ତୁ | ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ | ଯଦି ଆପଣ କୌଣସି ନୂଆ ବ୍ୟବସାୟ କିମ୍ବା ଯୋଜନା ଅରମ୍ଭଵ କରିବାକୁ ବିଚାର କରୁଛନ୍ତି ତାହେଲେ ଶୀଘ୍ର ନିଷ୍ପତି ନିଅନ୍ତୁ, କାରଣ ଆପଣଙ୍କ ନକ୍ଷେତ୍ର ଆପଣଙ୍କ ସହିତ ଅଛନ୍ତି | ଯାହା ଆପଣ କରିବାକୁ ଚାହୁଁଛନ୍ତି, ସେଇ ଆଡକୁ ପାଦ ବଢେଇବା ପୂର୍ବରୁ ଦାରାନ୍ତୁ ନାହିଁ | ଏକାକୀ ନିଜ ସହିତ ସମୟ କଟାଇବ ଭଲ, କିନ୍ତୁ ଯଦି ଆପଣଙ୍କ ମନରେ କିଛି ଚାଲୁଛି,ତେବେ ଲୋକ ମାନଙ୍କଠାରୁ ଦୂରରେ ରହିଲେ ବେଶୀ ବ୍ୟସ୍ତ ଲାଗିବ | ତେଣୁ ଆପଣ ଅନୁଭବୀ ଲୋକମାନଙ୍କ ଗହଣରେ ରହିବ ଉଚିତ ତଥା ଆପଣଙ୍କ ବ୍ୟସ୍ତତା ବିଷୟରେ ତାଙ୍କ ସହିତ କଥା ହେବ ଉଚିତ | ଆପଣଙ୍କ ଜୀବନସାଥୀ ଆପଣଙ୍କ ଆବଶ୍ୟକତାକୁ ଅଦେଖା କରି ପାରେ, ଯାହା କାରଣରୁ ଆପଣ ବିରକ୍ତ ହୋଈ ପାରନ୍ତି |