ପ୍ରମୁଖ ଖବର

ପ୍ରକୃତି ରାଜଜେମା ଆଜି ଋତୁରାଜ ବସନ୍ତଙ୍କ ପ୍ରେମରେ

25 Feb , 2021

ଗଳ୍ପ

spring season love

ହେମାଳ ପବନ କମିକମି ଗଲା ଶୀତଋତୁ ଯେଣୁ ସରିଲାଣି, ଋତୁରାଜଙ୍କର ପ୍ରବେଶ ହୋଇଲା ବସନ୍ତ ମଳୟ ବହିଲାଣି । ଶିମିଳି ଗଛର ଥୁଣ୍ଟା ଡାଳେ ସବୁ ଲାଲ୍ ଲାଲ୍ ଫୁଲ ହସିଲାଣି, ଦଳଦଳ ହୋଇ ମହୁମାଛି ସବୁ ମନଭରି ମହୁ ଶୋଷିଲେଣି । ପଳାଶ ଗଛରେ ପେନ୍ଥାପେନ୍ଥା ଫୁଲ ଧରଣୀରାଣୀକୁ ସାଜିଲେଣି, … Read More

ଶୀତ ଆଉ ହୃଦୟ

13 Feb , 2021

ଗଳ୍ପ

winter-heart

ଡିସେମ୍ବରର ଏକ ଶୀତରାତି।ବାହାରେ ହାଡଥରା ଶୀତ।କେତେବେଳେ କୋଉଠୁ କୁକୁର ଛୁଆଙ୍କର କୁଁ କୁଁ ଶବ୍ଦ ଭାସିଆସୁଛି ମଝିମଝିରେ।ଶୁନ୍ଶାନ୍ ରାତିର କଲିଜା ଚିରି ବେଳେ ବେଳେ ଗାଡି ଗୋଟେ ଗୋଟେ ଘୁଘାଁ ଦଉଡୁଛି ସାମନା ମେନ ରୋଡରେ।ଅନନ୍ୟାର ଆଖିରେ ଆଜି ନିଦନାହିଁ।ସେ କେବେ ଏମିତି… Read More

ଦଶ ଟଙ୍କା - ଭଲ ପାଇବା କେବେ ବି ପଇସା ରେ ନଥାଏ(ଗଳ୍ପ)

19 Jan , 2021

ଗଳ୍ପ

ଆଜି ଖୁଡି ଫୋନ କରିଥିଲେ କାଲି ଆମକୁ ଲଂଚ ପାଇଁ ତାଙ୍କ ଘରକୁ ଇଁବାଇଟ କରିଛନ୍ତି ସେ ମିହିର କହୁଥିଲା ଆରତୀ କୁ। ମିହିର କଥା ଶୁଣି ଆରତୀ କହିଲା ମମି ବାବା ଙ୍କୁ ଏ ବିଷୟରେ ଜନେଇଛ ନା ନାହିଁ।ନହେଲେ ମମି ଖୁଡି ଙ୍କ ଘର କୁ ଯିବା ପାଇଁ ପର୍ମିଶନ ଦେବେ ନାହିଁ।ମମି ଜାଣିଲେ କେବେ ବ… Read More

ମାତୃତ୍ବ ର ସ୍ପର୍ଶ...

19 Jan , 2021

ଗଳ୍ପ

ନର୍ସିଂହୋମ ର ବେଡ଼ ଉପରେ ସଦ୍ୟଜାତ ଯାଆଁଳା ଛୁଆ ଦୁଇଟିକୁ ଏକା ସାଙ୍ଗରେ କୋଳେଇ ନେଇଥିଲା ଫୁଲ।କେମିତି କେଜାଣି କୋଉଠୁ ଅସରନ୍ତି ବଳ ତା' ବାହୁ ଯୁଗଳ ରେ ଆସିଯାଇଥିଲା!ଦୁଇଟି ଜୀବନ କୁ ଦୁନିଆ କୁ ଆଣିବାର ସବୁ କଷ୍ଟ ସତେ ଯେମିତି ଅନେକ ଦୂର କୁ ଚାଲି ଯାଇଥିଲା!ବୋଉ ର ବାରଣ ସତ୍… Read More