ପ୍ରମୁଖ ଖବର

ଆଜି ଚାଷୀ କରିବେ ‘ଚକାଜାମ’ : ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ

06 Feb , 2021

ଦେଶ- ବିଦେଶ

ରାଜନୀତି

farmers-protest

ଆଜି ଦେଶବ୍ୟାପୀ ଚକା ଜାମ୍ କରିବେ ଚାଷୀ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରିବାକୁ ନିଷ୍ପତ୍ତି ନେଇଛି ଚାଷୀ ସଂଗଠନ । ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକା ଜାମ୍ ଆନ୍ଦୋଳନ ବନ୍ଦ ରହିବ । ଦେଶର ଅନ୍ୟାନ୍ୟ ଭାଗରେ କେନ୍ଦ୍… Read More

ଆଜି ଆସିବ ସାଧାରଣ ବଜେଟ୍ ୨୦୨୧

01 Feb , 2021

ଦେଶ- ବିଦେଶ

ରାଜନୀତି

ଆଜି ସଂସଦରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍। ଦିନ ୧୧ଟାରେ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପିତ ହେବ। ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ ବଜେଟ ପେଡି ଉପରେ ସାରା ଦେଶର ନଜର ରହିଛି। ଏଥର ବଜେଟ ରୁ କାହାକୁ କ’ଣ ମିଳିବ, କ’ଣ ବଢିବ, କ`ଣ କମିବ ତା… Read More

ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେଲେ କଲେଜ ଛାତ୍ରୀ, ଅଫିସରଙ୍କୁ ଦେଲେ ଏହି ନିର୍ଦ୍ଦେଶ…

25 Jan , 2021

ଦେଶ- ବିଦେଶ

ରାଜନୀତି

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ ଦିନ ପାଇଁ ଭାର ସମ୍ଭାଳିଛନ୍ତି ଜଣେ କଲେଜ୍ ଛାତ୍ରୀ । ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଗତକାଲି ଏହି ଦାୟିତ୍ୱ ନେଇ ଦେଶରେ ବାଳିକାଙ୍କ ପ୍ରତି ଉଦାହରଣ ପାଲଟିଛନ୍ତି । ବିଧାନସଭା ଭବନରେ ରାଜ୍ୟ ମନ୍ତ୍ରୀ ଧନ ସିଂ ରାୱତ ତାଙ୍କର ସ୍… Read More

ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

24 Jan , 2021

ଓଡ଼ିଶା

ଦେଶ- ବିଦେଶ

ରାଜନୀତି

petrol-price-hikes-odishaonweb

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ସାମାନ୍ଯ ବଢ଼ି କମି ୮୬ ଟଙ୍କା ୩୮ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୨ ଟଙ୍କା ୬୮ ପଇସା ହୋଇଛି ।… Read More

ସମାଧାନ ସ୍ଥଳ କୁ ଆସିଲେନି ସାଂସଦ ଅନୁଭବ ମହାନ୍ତି

22 Jan , 2021

ଓଡ଼ିଶା

ମନୋରଂଜନ

ରାଜନୀତି

SDJM କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି। SDJM କୋର୍ଟ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ। ମଧ୍ୟସ୍ଥତା ପାଇଁ ଆଜି ଦିନ ଧାର୍ଯ୍ୟ କରିଥିଲେ SDJM। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ଚାଲ… Read More

ମୁଖ୍ୟମନ୍ତ୍ରୀ ଓ ମୋଦି ନେବେ କରୋନା ଟିକା

21 Jan , 2021

ଓଡ଼ିଶା

କରୋନା

ଦେଶ- ବିଦେଶ

ରାଜନୀତି

modi-nebe-corona-vaccine-odishaonweb

ମହାମାରୀ କରୋନାକୁ ମାତ ଦେବା ପାଇଁ ଟିକା ନେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀ ଓ ରାଜନେତାମାନେ ମଧ୍ୟ ଟିକା ନେବେ। ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ… Read More

ଜାଣନ୍ତୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ୍‌ଙ୍କୁ କେତେ ଟଙ୍କା ମିଳିବ ଦରମା ଏବଂ କଣ କଣ ସୁବିଧା ମିଳିବ

20 Jan , 2021

ଦେଶ- ବିଦେଶ

ରାଜନୀତି

Biden_Odishaonweb_news

ଆମେରିକାରେ ରାଷ୍ଟ୍ରପତି ପଦ ହେଉଛି ସବୁଠାରୁ ଉଚ୍ଚ ପଦ । ଏହି ପଦରେ ସରକାରି କର୍ମଚାରୀଙ୍କ ପରି ଫେଡେରାଲ୍ ଆଇନ୍ ଅନୁସାରେ ମର୍ଯ୍ୟାଦା ଏବଂ ସୀମାର ରହିଛି । ରାଷ୍ଟ୍ରପତିଙ୍କ ଦରମା ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଖର୍ଚ୍ଚ ଆଇନ୍ ଅନୁସାରେ ପ୍ରସ୍ତୁତ କରି ରଖାଯାଇଛି । ଆଜି ଶ… Read More

ପିଏମ୍ ମୋଦିଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ କହିଲେ ଓୱେସୀ- ‘ପ୍ରଧାନମନ୍ତ୍ରୀ ଚୀନ ନାଁ ନେବାକୁ ଭୟ କରୁଛନ୍ତି’

20 Jan , 2021

ଦେଶ- ବିଦେଶ

ରାଜନୀତି

ଅରୁଣାଚଳ ପ୍ରଦେଶରେ ଚୀନର ଶହେ ଘର ବିଶିଷ୍ଟ ଗାଁ ଖବର ପରେ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ବିରୋଧୀ ନେତା ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ କରିଛନ୍ତି। ଏହି ବିରୋଧୀ ତାଲିକାରେ ବର୍ତ୍ତମାନ ଅସଦ୍ଦୁଦିନ ଓୱେସୀଙ୍କ ନାଁ ମଧ୍ୟ… Read More

ବାଣୀବିହାରରେ ଉତ୍ତେଜନା । କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ

19 Jan , 2021

ଓଡ଼ିଶା

ରାଜନୀତି

vanivihar university

କରୋନା ପାଇଁ ଦୀର୍ଘ ୯ ମାସ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ପରେ ନିକଟରେ ଖୋଲିଛି । ତେବେ ଖୋଲୁ ଖୋଲୁ ହିଁ କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍… Read More

ନବୀନଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

18 Jan , 2021

ରାଜନୀତି

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯିବା ପରେ ବିରୋଧୀ କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ଉକ୍ତ ଗଣମାଧ୍ୟମ ସଂସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ମୁଖ୍ୟମନ୍ତ୍ରୀ … Read More