ପ୍ରମୁଖ ଖବର

ସାଇ ସ୍କୁଲର ଛାତ୍ର ଆତିଶ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଛା

20 Mar , 2021

ଓଡ଼ିଶା

ଦେଶ- ବିଦେଶ

KVPY result SAI International school Tops

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋର ବୈଜ୍ଞାନିକ ପ୍ରତ୍ସାହାନ ଯୋଜନା (କେଭିପିୱାୟ) ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା ସାଇ ଇନ୍ଟରନ୍ଯାଶନାଲ ସ୍କୁଲର ଛାତ୍ର ଶ୍ରୀ ଆତିଶ କୁମାର ସାହୁଙ୍କୁ ଉତ୍ସାହିତ ଏବଂ ପ୍ରଶଂସା କରିଛନ୍ତି।… Read More

ସାଇ ନେତୃତ ଚିନ୍ତନ କାର୍ଯ୍ୟକର୍ମରେ ଶ୍ରୀ ସୁବ୍ରୋତ ବାଗଚି

24 Feb , 2021

ଓଡ଼ିଶା

କରୋନା

SAI Thought Leadership with Shri Subroto Bagchi

ସାଇ ଇଣ୍ଟରନାସନାଲ ସ୍କୁଲ, ଭାରତର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଜି ସାଇ ନେତୃତ ଚିନ୍ତନ କାର୍ଯ୍ୟକର୍ମର ପ୍ରଥମ ଅଧ୍ୟାୟ ଆୟୋଜନ କରିଛି, ଯାହାକି ଦେଶର ବିକାଶ ଉପରେ ଧ୍ୟାନ ଦେଇ ଏକ ଆଲୋଚନା ଅଧିବେଶନ | ଶ୍ରୀ ସୁବ୍ରୋତ ବାଗଚି, ଚେୟାରମ୍ୟାନ୍, ଓଡିଶା ଦକ୍ଷତା ବିକାଶ ପ୍ର… Read More

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ସାଇ ଗ୍ଲୋବାଲ୍ ବିତର୍କ ପ୍ରତିଯୋଗିତା , ସର୍ବଭାରତୀୟ ସ୍ତରରେ ୪୦ ରୁ ଅଧିକ ବିଦ୍ୟାଳୟ ଅଂଶଗ୍ରହଣ

19 Feb , 2021

ଓଡ଼ିଶା

ଦେଶ- ବିଦେଶ

online Global Debate Competition

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ , ଦେଶର ଏକ ନମ୍ବର ବିଦ୍ୟାଳୟ, ଏଜୁକେଶନ ୱାର୍ଲ୍ଡ ଅନୁଯାୟୀ, ଇଣ୍ଡିଆ ସ୍କୁଲ ରେଙ୍କିଙ୍ଗ 2020-21 ଅନୁଯାଇ । ଛାତ୍ରଛାତ୍ରୀଙ୍କ ଜ୍ଞାନ ଏକ ସୁଦୃଢ ଭିତ୍ତିଭୂମି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି | ଏକବିଂଶ ଶତାବ୍ଦୀର ଯୋଗାଯୋଗ, ସହଯୋଗ ଏବଂ ସମାଲୋଚି… Read More

ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଡାକ୍ତରଙ୍କ ଆକାଉଂଟରୁ ୭୭ ଲକ୍ଷ ଲୁଟିନେଲେ ସାଇବର ଠକ । କଟକରୁ ଆସିଲା ଚାଂଚଲ୍ୟକର ଖବର ।

17 Feb , 2021

ଓଡ଼ିଶା

ଦେଶ- ବିଦେଶ

ସୋଶିଆଲ ମିଡିଆ

biggest-cyber-fraud-odisha-doctor

ଡାକ୍ତରଙ୍କ ଆକାଉଂଟରେ କଳାକନା ବୁଲାଇଲେ ସାଇବର ଠକ ଆଉ ଲୁଟିନେଲେ ୭୭ ଲକ୍ଷ ଟଙ୍କା । କଟକରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଆଉ ଏହାର ଶିକାର ହୋଇଛନ୍ତି ଡାକ୍ତର ସନାତନ ମହାନ୍ତି । ଡାକ୍ତରଙ୍କ ଫୋନକୁ ଏକ ଆଠ ଡିଜିଟ ନମ୍ବରରୁ କଲ ଆସିଥ… Read More

ଦୁର୍ଲଭ ପଦ୍ମବେଶରେ ମହାପ୍ରଭୁ ପଦ୍ମନାଭ

13 Feb , 2021

ଓଡ଼ିଶା

ପର୍ଯ୍ୟଟନ

padmavesh-of-the-lord-jagannath

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର … Read More

ଚଳନ୍ତା ବସରେ ଲାଗିଲା ନିଆଁ

13 Feb , 2021

ଓଡ଼ିଶା

moving-bus-caught-fire

ରାସ୍ତାରେ ଯାଉଥିବା ବସରେ ଲାଗିଲା ନିଆଁ । ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଏଭଳି ଅଘଟଣ ଘଟିଛି । ଫଳରେ ଯାତ୍ରୀବାହୀ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଳମ୍ବିତ ରାତିରେ ନବରଙ୍ଗପୁର କୋଷାଗ… Read More

ଭର୍ଚୁଆଲ୍ ଟ୍ରାଫିକ୍ ସଚେତନତା ଏବଂ ପାରସ୍ପରିକ କାର୍ଯ୍ୟକ୍ରମ

11 Feb , 2021

ଓଡ଼ିଶା

Traffic Awareness Programme

ସାଇ ଇଣ୍ଟରନ୍ୟାସନାଲ ବିଦ୍ୟାଳୟ ଫେବୃଆରୀ ୮, ୨୦୨୧ ରେ ଏକ ଭର୍ଚୁଆଲ୍ ଟ୍ରାଫିକ୍ ସଚେତନତା ଏବଂ ପାରସ୍ପରିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଭୁବନେଶ୍ୱର ଏବଂ କଟକ ପୋଲିସ୍ କମିଶନର ଡାଃ. ସୁଧାଂଶୁ ସରଙ୍ଗୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଭୁଲ୍ ପାର୍କିଂ, ଡବଲ୍… Read More

ଆଉ ରାସ୍ତାରେ ଅତିଷ୍ଠ ହେବେନି ଜୟଦେବ ବିହାର ଓ ନନ୍ଦନକାନନ ଯାତ୍ରୀ

08 Feb , 2021

ଓଡ଼ିଶା

ପର୍ଯ୍ୟଟନ

jayadev-bihar-double-road

ଜାମରୁ ମିଳିବ ବଡ ଆଶ୍ଵସ୍ତି। ଖୁବଶୀଘ୍ର ଶେଷ ହେବ ଜୟଦେବବିହାରରୁ ନନ୍ଦନକାନନ ସମାନ୍ତରାଳରେ ଥିବା ଦୁଇ ରାସ୍ତା। ରାଜଧୀନୀର ଟ୍ରାଫିକ ଜାମ ଦୂର ପାଇଁ ସମାନ୍ତରାଳ ରାସ୍ତା ତିଆରି ହେଉଛି। ଏହି ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ଲାଗି ରହୁଥିବା ଟ୍ରାଫିକ ଜାମ କମ… Read More

ନେତାଜୀ ବସ୍ ଟର୍ମିନାଲ: ସରକାର ଜିଦରେ ଅଟଳ, ବିସ୍ଥାପିତ ହେବେ ଖାନନଗରବାସୀ!

06 Feb , 2021

ଓଡ଼ିଶା

netaji-bus-terminal-displaced

କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲକୁ ନିଜ ବ୍ଲୁ-ପ୍ରିଣ୍ଟ ଅନୁସାରେ ସ୍ଥାପନ କରିବା ଜିଦରେ ରାଜ୍ୟ ସରକାର ଅଟଳ ରହିଛନ୍ତି। ସ୍ଥାନୀୟ ଖାନନଗରବାସୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସରକାର ପ୍ରସ୍ତାବିତ ସ୍ଥାନରେ ବସ୍ ଟର୍ମିନାଲ ସ୍ଥାପନ କରିବା ସହ କଟକସ୍ଥିତ ପ୍ରେସଛ… Read More

ହକି ଓଡ଼ିଶାର ଆଜୀବନ ସଦସ୍ୟତା ବାଧକ ସାଜିଲା ୱେବସାଇଟ୍

03 Feb , 2021

ଓଡ଼ିଶା

ଖେଳ

ଦେଶ- ବିଦେଶ

୨୦୧୮ ହକି ୱାର୍ଲ୍ଡ କପ୍ ଆୟୋଜନ କରି ସାରା ଦୁନିଆରେ ଖୁବ୍ ପ୍ରଶଂସା ସାଉଁଣ୍ଟିଥିଲା ଓଡ଼ିଶା। ଏହି ସଫଳ ଆୟୋଜନ ପରେ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ୨୦୨୩ ୱାର୍ଲ୍ଡ କପ୍‌ର ଆୟୋଜନ ଦାୟିତ୍ୱ ମଧ୍ୟ ଓଡ଼ିଶାକୁ ଦେଇଛି। ଓଡ଼ିଶାରେ ଦୁଇଟି ଭେନ୍ୟୁ ଅର୍ଥାତ୍ ରାଉର… Read More

ମଉଳି ଗଲେ, ଝରାଫୁଲ

30 Jan , 2021

ଓଡ଼ିଶା

ଗାଁକୁ ଯିବା ସମୟରେ ଗତ ୨୬ ତାରିଖରେ ପେଟ କାଟୁଥିବା କହି ବସ୍‌ରୁ ଓହ୍ଲାଇ ପଡ଼ିଥିବା ଝରାଫୁଲ ଦିନ ସାରା ନିଜ ବୟଫ୍ରେଣ୍ଡ ରାକେଶଙ୍କ ସହ ଭୁବନେଶ୍ୱରରେ ବୁଲାବୁଲି କରିଥିଲେ। ଏହାପରେ ଉଭୟ ଏୟାରଫିଲ୍ଡ ଥାନା ଅଧୀନ ଏକ ଫାଷ୍ଟ ଫୁଡ ସେଣ୍ଟରକୁ ବିରିୟାନି ଖାଇବାକୁ ଯାଇଥିଲେ। … Read More

ବୁଗୁଡା ବନାଞ୍ଚଳ ଫାଶରୁ ଉଦ୍ଧାର କଲରାପତରିଆ ବାଘର ମୃତ୍ୟୁ

29 Jan , 2021

ଓଡ଼ିଶା

ପର୍ଯ୍ୟଟନ

tiger-trapped-by-cave

ବାର୍‌ହା ଫାଶରୁ ଉଦ୍ଧାର କଲରାପତରିଆ ବାଘର ମୃତ୍ୟୁ ହୋଇଛି। ବନ ବିଭାଗ ବାଘକୁ କିରିଆମ୍ବା ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ଜନ୍ତାରେ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ଏନେଇ ସୂଚନା ଦେଇଛନ୍ତି ବୁଗୁଡ଼ା ରେଞ୍ଜର। ତେବେ କେଉଁ କାରଣରୁ ବାଘର ମୃତ୍ୟୁର ଘଟିଛି, ତା… Read More

ଆଜି ପୌଷ ପୂର୍ଣ୍ଣିମା, ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

28 Jan , 2021

ଓଡ଼ିଶା

ପର୍ଯ୍ୟଟନ

pushan-purnima-in-puri

ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟଭିଷେକ ନୀତି ସମ୍ପାଦନ କରାଯିବ । ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ର… Read More

କଳାହାଣ୍ଡିର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ହିମାଳୟନ ଚାଦର ଅଭିଯାନ: ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫତୁଲା ଟପ୍‌ରେ ଉଡ଼ାଇଲେ ଜାତୀୟ ପତାକା

27 Jan , 2021

ଓଡ଼ିଶା

ଦେଶ- ବିଦେଶ

national-flag-at-fatula-top

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମ ବାସିନ୍ଦା ତଥା ଏଭରେଷ୍ଟ ବିଜେତା ଓ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ହିମାଳୟନ ଚାଦର ଅଭିଯାନ ଓ ଖରଡୁଙ୍ଗଲା ଟପ୍‌ କାର୍ଯ୍ୟକ୍ରମରେ ଭାଗନେଇ ଗତ ୨୧ ତାରିଖରୁ ଲେହ ଲଦାଖ ଗସ୍ତରେ ଅଛନ୍ତି। ସେ ୨୪ ତାରିଖ ଲେହ ଠାର… Read More

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ୨୦୨୧ -ଓଡ଼ିଶାରୁ ଅନ୍ୱେଷ ଶୁଭମ

25 Jan , 2021

ଓଡ଼ିଶା

ଦେଶ- ବିଦେଶ

odishas-anvesh-subham-pradhan-bags-pradhan-mantri-rashtriya-bal-puraskar-2021

ଦେଶର ୩୨ ଶିଶୁଙ୍କୁ ବର୍ଷ ୨୦୨୧ ପାଇଁ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର। ସେମାନଙ୍କ ମଧ୍ୟରେ ଓଡ଼ିଆ ମେଧାବୀ ଅନ୍ୱେଷ ଶୁଭମ ପ୍ରଧାନ ଅଛନ୍ତି। ଏହି ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂରେ କଥା ହୋଇଛନ୍ତି ପ୍ର… Read More

ଶ୍ରୀମନ୍ଦିର ରେ ଦର୍ଶନ ବ୍ୟବସ୍ଥାକୁ କରାଗଲା ଅଧିକ ସହଜ,ହଟିଲା ବ୍ୟାରିକେଡ୍

25 Jan , 2021

ଓଡ଼ିଶା

କରୋନା

ପର୍ଯ୍ୟଟନ

baricades removed from puri

ହଟିଲା ବାଧା, ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସହଜ ଦର୍ଶନ। ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଦର୍ଶନାର୍ଥୀ। ସେପଟେ ଆଜିଠୁ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ସହଜ ହ… Read More

ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

24 Jan , 2021

ଓଡ଼ିଶା

ଦେଶ- ବିଦେଶ

ରାଜନୀତି

petrol-price-hikes-odishaonweb

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ସାମାନ୍ଯ ବଢ଼ି କମି ୮୬ ଟଙ୍କା ୩୮ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୨ ଟଙ୍କା ୬୮ ପଇସା ହୋଇଛି ।… Read More

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ରେ ନାମକରଣ ହେବ କଟକ ବସ୍ ଟର୍ମିନାଲ,ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

23 Jan , 2021

ଓଡ଼ିଶା

ଦେଶ- ବିଦେଶ

cuttack-bus-stop-netajis -name-odishaonweb

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡିଆ ବଜାରସ୍ଥିତ ଜାନକୀନାଥ ଭବନ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି । ବହୁ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏଥି… Read More

ସମାଧାନ ସ୍ଥଳ କୁ ଆସିଲେନି ସାଂସଦ ଅନୁଭବ ମହାନ୍ତି

22 Jan , 2021

ଓଡ଼ିଶା

ମନୋରଂଜନ

ରାଜନୀତି

SDJM କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି। SDJM କୋର୍ଟ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ। ମଧ୍ୟସ୍ଥତା ପାଇଁ ଆଜି ଦିନ ଧାର୍ଯ୍ୟ କରିଥିଲେ SDJM। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ଚାଲ… Read More

କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ : ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ପାହାଡ଼ ଖୋଲରୁ ମିଳିଲା ବିସ୍ଫୋରକ

22 Jan , 2021

ଓଡ଼ିଶା

ଦେଶ- ବିଦେଶ

kalimela-odishaonweb

କାଲିମେଳାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ମରିଗେତା ଜଙ୍ଗଲର ଏକ ପାହାଡ଼ ଖୋଲରୁ ଏହି ବିସ୍ଫୋରକ ଜବତ କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ପାହାଡ଼ ଖୋଲରେ ନକ୍ସଲ ବିସ୍ଫୋରକ ଲୁଚାଇଥିବା ସନ୍ଦେହ କରାଯାଉଛି । ବିସ୍ଫୋରକ ମଧ୍… Read More

ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଏବର୍ଷ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲ୍‌କୁ ଯିବାକୁ ପଡ଼ିବନି

22 Jan , 2021

ଓଡ଼ିଶା

matric-exam-at-their-respectives-schools

ମିଳିଥିବା ସୂଚନା ଅନୁଯାଇ, ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଏବର୍ଷ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲ୍‌କୁ ଯିବାକୁ ପଡ଼ିବନି। ସେମାନେ ନିଜ ସ୍କୁଲ୍‌ରେ ହିଁ ଦେବେ ପରୀକ୍ଷା। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସ… Read More

ମୁଖ୍ୟମନ୍ତ୍ରୀ ଓ ମୋଦି ନେବେ କରୋନା ଟିକା

21 Jan , 2021

ଓଡ଼ିଶା

କରୋନା

ଦେଶ- ବିଦେଶ

ରାଜନୀତି

modi-nebe-corona-vaccine-odishaonweb

ମହାମାରୀ କରୋନାକୁ ମାତ ଦେବା ପାଇଁ ଟିକା ନେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀ ଓ ରାଜନେତାମାନେ ମଧ୍ୟ ଟିକା ନେବେ। ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ… Read More

ଆଜିଠୁ ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ

21 Jan , 2021

ଓଡ଼ିଶା

transgender-collects-parking-fee-odisha

ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ୍। ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ। ଆଜି ରାଜମହଲ୍ ଛକରେ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହା ଉଦଘାଟନ କରିଛନ୍ତି। ଏଥିପାଇଁ ଟିଜି ସ୍ୱୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁ… Read More

ଶ୍ରୀଜିଉ ଦର୍ଶନରେ କୋହଳ ହେଲା କୋଭିଡ୍ କଟକଣା : ବିନା ରିପୋର୍ଟରେ ଆଜିଠୁ ମନ୍ଦିର ପ୍ରବେଶ ପାଇଁ ଅନୁମତି

21 Jan , 2021

ଓଡ଼ିଶା

ପର୍ଯ୍ୟଟନ

jagannath-temple

ଆଜିଠୁ ସ୍ୱାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦୈନିକ ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ପ୍ରାୟ ୨୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି । ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲି… Read More

ଗୋପାଳ ରହସ୍ୟ ର ରବି ମିଶ୍ର ଆଉ ନାହାନ୍ତି : ହୃଦଘାତ ଯୋଗୁଁ ମୃତ୍ୟୁ; ଅନେକ ଫିଲ୍ମରେ କରିଥିଲେ ଅଭିନୟ, ‘ହେ ପ୍ରଭୁ’ ସିରିୟଲରେ ପାଇଥିଲେ ଲୋକପ୍ରିୟତା

20 Jan , 2021

ଓଡ଼ିଶା

ମନୋରଂଜନ

ପରଲୋକରେ ବର୍ଷିୟାନ ଅଭିନେତା ରବି ମିଶ୍ର । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ବହୁ ଚଳଚ୍ଚିତ୍ର, ଟେଲି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଧାରାବା… Read More

ପର୍ଯ୍ୟଟକଙ୍କୁ ଟାଣୁଛି ଏକାମ୍ର କ୍ଷେତ୍ରର ନୂଆ ରୂପ

20 Jan , 2021

ଓଡ଼ିଶା

ପର୍ଯ୍ୟଟନ

ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପରଠାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦୀର୍ଘ ୧୦ ମାସ ପରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ସୁଯୋଗ ମିଳିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିଭଳି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକର… Read More

୨୧ରୁ ତୋଷାଳି ମେଳା: ପ୍ରଦର୍ଶନୀରେ ସାମିଲ ହେବ ୨୫୦ ଷ୍ଟଲ୍

20 Jan , 2021

ଓଡ଼ିଶା

toshali-fair

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତବର୍ଷ ପଞ୍ଚଦଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଆସନ୍ତା ୨୧ତାରିଖରୁ ଜନତା ମଇଦାନରେ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏ… Read More

ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

19 Jan , 2021

ଓଡ଼ିଶା

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ବସ୍‌ରେ ଥିବା ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଛପୋଲିଆ ନିକଟରେ ରାସ୍ତା ଉପରେ ଠିଆ ହୋଇ… Read More

ବାଣୀବିହାରରେ ଉତ୍ତେଜନା । କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ

19 Jan , 2021

ଓଡ଼ିଶା

ରାଜନୀତି

vanivihar university

କରୋନା ପାଇଁ ଦୀର୍ଘ ୯ ମାସ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ପରେ ନିକଟରେ ଖୋଲିଛି । ତେବେ ଖୋଲୁ ଖୋଲୁ ହିଁ କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍… Read More

କରୋନା ଯୋଗୁ ଦୀର୍ଘ ମାସ ହେଲା ବନ୍ଦ ରହିଥିବା ମା’ ତାରିଣୀଙ୍କ ମନ୍ଦିର ଆଜି ଭକ୍ତଙ୍କ ପାଇଁ ଖୋଲାଯାଇଛି।

18 Jan , 2021

ଓଡ଼ିଶା

ପର୍ଯ୍ୟଟନ

କରୋନା ଯୋଗୁ ଦୀର୍ଘ ମାସ ହେଲା ବନ୍ଦ ରହିଥିବା ମା’ ତାରିଣୀଙ୍କ ମନ୍ଦିର ଆଜି ଭକ୍ତଙ୍କ ପାଇଁ ଖୋଲାଯାଇଛି।… Read More

୩୨ ତମ ସଡ଼କ ସୁରକ୍ଷା ସପ୍ତାହ, ଚଣ୍ଡିଖୋଲ ଛକରୁ ଗଡିଲା ସଚେତନତା ରଥ

18 Jan , 2021

ଓଡ଼ିଶା

୩୨ ତମ ସଡ଼କ ସୁରକ୍ଷା ସପ୍ତାହ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କେନ୍ଦ୍ର ପରିସରରେ ଉଦଘାଟିତ ହୋଇଛି। ଯାଜପୁର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଉଦଘାଟନ କରିଥିଲେ । ଏହି ଅବସରରେ RTO, ଅଗ୍ନିଶମ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ର… Read More

ଭୁବନେଶ୍ବର: ଦ୍ବିତୀୟ ଦିନରେ ଟିକାକରଣ, ଆଜି ୨୪ଟି କେନ୍ଦ୍ରରେ ୩୫୦୦ କର୍ମୀଙ୍କୁ ଟିକାକରଣ ଲକ୍ଷ

18 Jan , 2021

ଓଡ଼ିଶା

କରୋନା

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଟିକାକରଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ। ଆଜି ୨୪ଟି କେନ୍ଦ୍ରରେ ୩୫୦୦ କର୍ମୀଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ୱରକୁ ଆସିଥିବା କୋଭାକ୍ସିନ ଡୋଜ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୯୦୦୦ ଲୋକଙ୍କୁ ଟିକା ପ୍ରଦାନ କରାଯିବ … Read More