ପ୍ରମୁଖ ଖବର

ସାଇ ନେତୃତ ଚିନ୍ତନ କାର୍ଯ୍ୟକର୍ମରେ ଶ୍ରୀ ସୁବ୍ରୋତ ବାଗଚି

24 Feb , 2021

ଓଡ଼ିଶା

କରୋନା

SAI Thought Leadership with Shri Subroto Bagchi

ସାଇ ଇଣ୍ଟରନାସନାଲ ସ୍କୁଲ, ଭାରତର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଜି ସାଇ ନେତୃତ ଚିନ୍ତନ କାର୍ଯ୍ୟକର୍ମର ପ୍ରଥମ ଅଧ୍ୟାୟ ଆୟୋଜନ କରିଛି, ଯାହାକି ଦେଶର ବିକାଶ ଉପରେ ଧ୍ୟାନ ଦେଇ ଏକ ଆଲୋଚନା ଅଧିବେଶନ | ଶ୍ରୀ ସୁବ୍ରୋତ ବାଗଚି, ଚେୟାରମ୍ୟାନ୍, ଓଡିଶା ଦକ୍ଷତା ବିକାଶ ପ୍ର… Read More

ଶ୍ରୀମନ୍ଦିର ରେ ଦର୍ଶନ ବ୍ୟବସ୍ଥାକୁ କରାଗଲା ଅଧିକ ସହଜ,ହଟିଲା ବ୍ୟାରିକେଡ୍

25 Jan , 2021

ଓଡ଼ିଶା

କରୋନା

ପର୍ଯ୍ୟଟନ

baricades removed from puri

ହଟିଲା ବାଧା, ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସହଜ ଦର୍ଶନ। ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଦର୍ଶନାର୍ଥୀ। ସେପଟେ ଆଜିଠୁ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ସହଜ ହ… Read More

ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ

21 Jan , 2021

କରୋନା

ଦେଶ- ବିଦେଶ

serum-institue-fire-incident-odishaonweb

ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ । ସେରମ ଇନଷ୍ଟିଚ୍ୟୁଟରେ ତିଆରି ହେଉଛି କରୋନା ଟିକା । ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା । ଦମକଳ ବାହିନୀର ୮ଟି ଗାଡି ନିଆଁ ଲିଭାରେ ନିୟୋଜିତ । ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଟିକା ପ୍ରସ… Read More

ମୁଖ୍ୟମନ୍ତ୍ରୀ ଓ ମୋଦି ନେବେ କରୋନା ଟିକା

21 Jan , 2021

ଓଡ଼ିଶା

କରୋନା

ଦେଶ- ବିଦେଶ

ରାଜନୀତି

modi-nebe-corona-vaccine-odishaonweb

ମହାମାରୀ କରୋନାକୁ ମାତ ଦେବା ପାଇଁ ଟିକା ନେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀ ଓ ରାଜନେତାମାନେ ମଧ୍ୟ ଟିକା ନେବେ। ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ… Read More

ଭୁବନେଶ୍ବର: ଦ୍ବିତୀୟ ଦିନରେ ଟିକାକରଣ, ଆଜି ୨୪ଟି କେନ୍ଦ୍ରରେ ୩୫୦୦ କର୍ମୀଙ୍କୁ ଟିକାକରଣ ଲକ୍ଷ

18 Jan , 2021

ଓଡ଼ିଶା

କରୋନା

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଟିକାକରଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ। ଆଜି ୨୪ଟି କେନ୍ଦ୍ରରେ ୩୫୦୦ କର୍ମୀଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ୱରକୁ ଆସିଥିବା କୋଭାକ୍ସିନ ଡୋଜ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୯୦୦୦ ଲୋକଙ୍କୁ ଟିକା ପ୍ରଦାନ କରାଯିବ … Read More