ପ୍ରମୁଖ ଖବର
ସ୍କୁଲ ବାହୁଡ଼ିଲେ ନବମ ଓ ଏକାଦଶ ଛାତ୍ର ଛାତ୍ରୀ
9th-11th-class-starts

ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଠପଢା ଆରମ୍ଭ ହେବ। କ୍ଲାସ ଆରମ୍ଭ ଆଜିଠୁ ହେଉଥିବା ବେଳେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ।  ସୋମବାର ଠାରୁ ଶନିବାର ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢା ହେବ ଏବଂ ରବିବାର କ୍ଲାସ ବନ୍ଦ ରହିବ।

ସମସ୍ତ କୋଭିଡ ନିୟମ ପାଳନ କରି କ୍ଲାସ ଆରମ୍ଭ ହେବ। ପୂର୍ବ ସୂଚୀ ଅନୁସାରେ ୧୦ମ ଏବଂ ୧୨ଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜାରି ରହିବ। କରୋନା ହେତୁ ଦୀର୍ଘ ମାସ ହେବ ସମସ୍ତ କଲେଜ ଓ ସ୍କୁଲ ବନ୍ଦ ରିହିଥିଲା।