ପ୍ରମୁଖ ଖବର
୩୨ ତମ ସଡ଼କ ସୁରକ୍ଷା ସପ୍ତାହ, ଚଣ୍ଡିଖୋଲ ଛକରୁ ଗଡିଲା ସଚେତନତା ରଥ

୩୨ ତମ ସଡ଼କ ସୁରକ୍ଷା ସପ୍ତାହ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କେନ୍ଦ୍ର ପରିସରରେ ଉଦଘାଟିତ ହୋଇଛି। ଯାଜପୁର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଉଦଘାଟନ କରିଥିଲେ । ଏହି ଅବସରରେ RTO, ଅଗ୍ନିଶମ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ . ସଡ଼କ ସୁରକ୍ଷା ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ସଡ଼କ ସୁରକ୍ଷା  ସଚେତନତା ରଥ ଚଣ୍ଡିଖୋଲ ଛକ ପରିକ୍ରମା କରିଥିଲା