ପ୍ରମୁଖ ଖବର

ସାଇ ସ୍କୁଲର ଛାତ୍ର ଆତିଶ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଛା

20 Mar , 2021

ଓଡ଼ିଶା,

ଦେଶ- ବିଦେଶ

KVPY result SAI International school Tops

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋର ବୈଜ୍ଞାନିକ ପ୍ରତ୍ସାହାନ ଯୋଜନା (କେଭିପିୱାୟ) ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା ସାଇ ଇନ୍ଟରନ୍ଯାଶନାଲ ସ୍କୁଲର ଛାତ୍ର ଶ୍ରୀ ଆତିଶ କୁମାର ସାହୁଙ୍କୁ ଉତ୍ସାହିତ ଏବଂ ପ୍ରଶଂସା କରିଛନ୍ତି। Read More

ପ୍ରକୃତି ରାଜଜେମା ଆଜି ଋତୁରାଜ ବସନ୍ତଙ୍କ ପ୍ରେମରେ

25 Feb , 2021

ଗଳ୍ପ

spring season love

ହେମାଳ ପବନ କମିକମି ଗଲା ଶୀତଋତୁ ଯେଣୁ ସରିଲାଣି, ଋତୁରାଜଙ୍କର ପ୍ରବେଶ ହୋଇଲା ବସନ୍ତ ମଳୟ ବହିଲାଣି । ଶିମିଳି ଗଛର ଥୁଣ୍ଟା ଡାଳେ ସବୁ ଲାଲ୍ ଲାଲ୍ ଫୁଲ ହସିଲାଣି, ଦଳଦଳ ହୋଇ ମହୁମାଛି ସବୁ ମନଭରି ମହୁ ଶୋଷିଲେଣି । ପଳାଶ ଗଛରେ ପେନ୍ଥାପେନ୍ଥା ଫୁଲ ଧରଣୀରାଣୀକୁ ସାଜିଲେଣି, ଫଗୁଣ ରଙ୍ଗରେ ରଙ୍ଗେଇ ହେବାକୁ ରାଧାକୃଷ୍ଣ ବ Read More

ସାଇ ନେତୃତ ଚିନ୍ତନ କାର୍ଯ୍ୟକର୍ମରେ ଶ୍ରୀ ସୁବ୍ରୋତ ବାଗଚି

24 Feb , 2021

ଓଡ଼ିଶା,

କରୋନା

SAI Thought Leadership with Shri Subroto Bagchi

ସାଇ ଇଣ୍ଟରନାସନାଲ ସ୍କୁଲ, ଭାରତର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଜି ସାଇ ନେତୃତ ଚିନ୍ତନ କାର୍ଯ୍ୟକର୍ମର ପ୍ରଥମ ଅଧ୍ୟାୟ ଆୟୋଜନ କରିଛି, ଯାହାକି ଦେଶର ବିକାଶ ଉପରେ ଧ୍ୟାନ ଦେଇ ଏକ ଆଲୋଚନା ଅଧିବେଶନ | ଶ୍ରୀ ସୁବ୍ରୋତ ବାଗଚି, ଚେୟାରମ୍ୟାନ୍, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ମୁଖ୍ୟ ମୁଖପାତ୍ର, କୋଭିଡ୍ 19, ଓଡ଼ିଶ Read More

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ସାଇ ଗ୍ଲୋବାଲ୍ ବିତର୍କ ପ୍ରତିଯୋଗିତା , ସର୍ବଭାରତୀୟ ସ୍ତରରେ ୪୦ ରୁ ଅଧିକ ବିଦ୍ୟାଳୟ ଅଂଶଗ୍ରହଣ

19 Feb , 2021

ଓଡ଼ିଶା,

ଦେଶ- ବିଦେଶ

online Global Debate Competition

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ , ଦେଶର ଏକ ନମ୍ବର ବିଦ୍ୟାଳୟ, ଏଜୁକେଶନ ୱାର୍ଲ୍ଡ ଅନୁଯାୟୀ, ଇଣ୍ଡିଆ ସ୍କୁଲ ରେଙ୍କିଙ୍ଗ 2020-21 ଅନୁଯାଇ । ଛାତ୍ରଛାତ୍ରୀଙ୍କ ଜ୍ଞାନ ଏକ ସୁଦୃଢ ଭିତ୍ତିଭୂମି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି | ଏକବିଂଶ ଶତାବ୍ଦୀର ଯୋଗାଯୋଗ, ସହଯୋଗ ଏବଂ ସମାଲୋଚିତ ଚିନ୍ତାଧାରାର ପିଲାମାନଙ୍କୁ ଉତ୍ସାହିତ କ Read More

21 ବର୍ଷ ପରେ ମିଳିବ 68 ଲକ୍ଷ ଟଙ୍କା ! ଝିଅ ପାଇଁ ଜାଣନ୍ତୁ ସରକାରଙ୍କ ଏହି ସ୍କିମ୍ ବିଷୟରେ

18 Feb , 2021

ଦେଶ- ବିଦେଶ,

ସୋଶିଆଲ ମିଡିଆ

sukanya-yojona

ଆପଣଙ୍କ ଘରେ 10 ବର୍ଷରୁ କମ୍ ବୟସର ଝିଅ ଅଛି କି ? ଝିଅର ଭବିଷ୍ୟତ ପାଇଁ ଚିନ୍ତିତ କି ? ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଷୟରେ ଥରେ ଜାଣିରଖନ୍ତୁ । ଯାହା ଆପଣଙ୍କର ଓ ଆପଣଙ୍କ ଝିଅର ଭବିଷ୍ୟତ ପାଇଁ ଚିନ୍ତା ଦୂର କରିବ । କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ରହିଛି । ସେଥିମଧ୍ୟରୁ ଗୋଟିଏ ସୁକନ୍ୟା ସମୃଦ୍ଧି ଯୋଜନା । ଏହି Read More

ଘରେ ପ୍ରସ୍ତୁତ କରନ୍ତୁ କଡେଇ ଚିକେନ୍

18 Feb , 2021

ସ୍ୱାସ୍ଥ୍ୟ

Kadai Chiken

ରଥମେ ଚିକେନ୍‌କୁ ଧୋଇ ଏକ ପାତ୍ରରେ ରଖିବେ । ତାପରେ ଟମାଟୋକୁ ଧୋଇ ଦୁଇ ଫାଳ କରି ରଖିବେ । ଏହାପରେ ରସୁଣର ଚୋପା ଛଡେଇ, ରସୁଣ ଏବଂ ଅଦାକୁ ଛେଚି ଏକ ପାତ୍ରରେ ରଖିବେ । ତାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଲବଙ୍ଗ, ତେଜପତ୍ର, ଡାଲଚିନି, ଗୋଟା ଜିରା ପକାଇ ଫୁଟାଇବେ । ଏହାପରେ ସେଥିରେ କଟା Read More

ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଡାକ୍ତରଙ୍କ ଆକାଉଂଟରୁ ୭୭ ଲକ୍ଷ ଲୁଟିନେଲେ ସାଇବର ଠକ । କଟକରୁ ଆସିଲା ଚାଂଚଲ୍ୟକର ଖବର ।

17 Feb , 2021

ଓଡ଼ିଶା,

ଦେଶ- ବିଦେଶ,

ସୋଶିଆଲ ମିଡିଆ

biggest-cyber-fraud-odisha-doctor

ଡାକ୍ତରଙ୍କ ଆକାଉଂଟରେ କଳାକନା ବୁଲାଇଲେ ସାଇବର ଠକ ଆଉ ଲୁଟିନେଲେ ୭୭ ଲକ୍ଷ ଟଙ୍କା । କଟକରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଆଉ ଏହାର ଶିକାର ହୋଇଛନ୍ତି ଡାକ୍ତର ସନାତନ ମହାନ୍ତି । ଡାକ୍ତରଙ୍କ ଫୋନକୁ ଏକ ଆଠ ଡିଜିଟ ନମ୍ବରରୁ କଲ ଆସିଥିଲା, ଆଉ ଏଟିଏମ କାର୍ଡ ଜରିଆରେ ନମ୍ବରରେ ରିଚ Read More

ଶୀତ ଆଉ ହୃଦୟ

13 Feb , 2021

ଗଳ୍ପ

winter-heart

ଡିସେମ୍ବରର ଏକ ଶୀତରାତି।ବାହାରେ ହାଡଥରା ଶୀତ।କେତେବେଳେ କୋଉଠୁ କୁକୁର ଛୁଆଙ୍କର କୁଁ କୁଁ ଶବ୍ଦ ଭାସିଆସୁଛି ମଝିମଝିରେ।ଶୁନ୍ଶାନ୍ ରାତିର କଲିଜା ଚିରି ବେଳେ ବେଳେ ଗାଡି ଗୋଟେ ଗୋଟେ ଘୁଘାଁ ଦଉଡୁଛି ସାମନା ମେନ ରୋଡରେ।ଅନନ୍ୟାର ଆଖିରେ ଆଜି ନିଦନାହିଁ।ସେ କେବେ ଏମିତି ଏକା ରହିନି ଘରେ।ସବୁବେଳେ ପିଲାମାନେ କେହି Read More

ଶରୀର ପାଇଁ କେତେ ଉପଯୋଗୀ ଲେମ୍ବୁ ଗରମ ପାଣି

13 Feb , 2021

ଦେଶ- ବିଦେଶ

benefits-of-drinking-hot-lemon-water

ଚା’ କିମ୍ବା କଫି କପ୍ ସହ, ଅନେକ୍ ଲୋକ ଦିନର ଆରମ୍ଭ କରିବାକୁ ପସନ୍ଦ କରନ୍ତି । ହେଲେ ଦିନର ଆରମ୍ଭ, ଚା’ କିମ୍ବା କଫି ସହ ନକରି , ଗରମ ପାଣି ଏବଂ ଲେମ୍ବୁ ରସ ସହ ମଧ୍ୟ କରିପାରିବେ । ଯାହାକି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ପ୍ରତିଦିନ ସକାଳୁ ଉଠିବା ପରେ , ହାଲ୍‌କା ଉଷୁମ୍ ପାଣିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ Read More

ଦୁର୍ଲଭ ପଦ୍ମବେଶରେ ମହାପ୍ରଭୁ ପଦ୍ମନାଭ

13 Feb , 2021

ଓଡ଼ିଶା,

ପର୍ଯ୍ୟଟନ

padmavesh-of-the-lord-jagannath

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନ Read More

ଚଳନ୍ତା ବସରେ ଲାଗିଲା ନିଆଁ

13 Feb , 2021

ଓଡ଼ିଶା

moving-bus-caught-fire

ରାସ୍ତାରେ ଯାଉଥିବା ବସରେ ଲାଗିଲା ନିଆଁ । ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଏଭଳି ଅଘଟଣ ଘଟିଛି । ଫଳରେ ଯାତ୍ରୀବାହୀ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଳମ୍ବିତ ରାତିରେ ନବରଙ୍ଗପୁର କୋଷାଗୁମୁଡ଼ାରୁ ଗଞ୍ଜାମ ଜିଲ୍ଲା ପୋଲସରା ଯାଉଥିବ Read More

ଉତ୍ତର ଭାରତକୁ ଥରାଇଲା ଭୂମିକମ୍ପ

13 Feb , 2021

ଦେଶ- ବିଦେଶ

earthquake-near-amritsar

ଭୂକମ୍ପରେ ଥରିଲା ଉତ୍ତର ଭାରତ । ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ବୋଲି ମପାଯାଇଛି । ରାତି ପ୍ରାୟ ସାଢେ ୧୦ଟା ବେଳକୁ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହରିୟାଣା, ରାଜସ୍ଥାନ, ଜାମୁ କାଶ୍ମୀର, ଉତ୍ତରାଖଣ୍ଡରେ ମଧ୍ୟ ଭୂମିକ Read More

ଘରେ ପ୍ରସ୍ତୁତ କରନ୍ତୁ ମାଛ ବିରିୟାନୀ

12 Feb , 2021

ସ୍ୱାସ୍ଥ୍ୟ

fish biriyani

ବିରିୟାନୀ ଚାଉଳ, ମାଛ, ଚାଉଳ ଚୂନା, ତେଲ, ଜିରା, ତେଜପତ୍ର, ଡାଲଚିନି, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ଟମାଟୋ, ପିଆଜ, ଅଦା, ରସୁଣ, ପିଆଜ ପେଷ୍ଟ, ଲୁଣ, ଜିରା ପାଉଡର, ଧନିଆ ପାଉଡର, ଧନିଆ ପାଉଡର । Read More

ସାବଧାନ !!! ଅତ୍ୟଧିକ କଫି ସେବନ କରୁଥିଲେ

12 Feb , 2021

ସ୍ୱାସ୍ଥ୍ୟ

coffee-side-effects-for-health

ଦୁନିଆଁରେ ଅନେକ୍ ଲୋକ ଅଛନ୍ତି , ଯେଉଁମାନେ ଦିନର ଆରମ୍ଭ ଗୋଟେ କପ୍ ଚା’ କିମ୍ବା କଫିରୁ କରିଥାନ୍ତି । ଏହା ସହିତ ଅଫିସରେ କାମ କରିବା ସମୟରେ କିମ୍ବା ଲଗାତାର ଦୀର୍ଘ ସମୟ ଧରି ପାଠପଢିବା ସମୟରେ ମଧ୍ୟ ଅନେକ୍ କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ହୁଏତ ସମସ୍ତଙ୍କୁ ଜଣାନଥିବ ଯେ, ଅତ୍ୟଧିକ କଫି ପିଇବା ଦ୍ୱାରା, ଏହାର ପ Read More

ଭର୍ଚୁଆଲ୍ ଟ୍ରାଫିକ୍ ସଚେତନତା ଏବଂ ପାରସ୍ପରିକ କାର୍ଯ୍ୟକ୍ରମ

11 Feb , 2021

ଓଡ଼ିଶା

Traffic Awareness Programme

ସାଇ ଇଣ୍ଟରନ୍ୟାସନାଲ ବିଦ୍ୟାଳୟ ଫେବୃଆରୀ ୮, ୨୦୨୧ ରେ ଏକ ଭର୍ଚୁଆଲ୍ ଟ୍ରାଫିକ୍ ସଚେତନତା ଏବଂ ପାରସ୍ପରିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଭୁବନେଶ୍ୱର ଏବଂ କଟକ ପୋଲିସ୍ କମିଶନର ଡାଃ. ସୁଧାଂଶୁ ସରଙ୍ଗୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଭୁଲ୍ ପାର୍କିଂ, ଡବଲ୍ ପାର୍କିଂ, ଟ୍ରିପଲ୍ ରାଇଡିଙ୍ଗ ଏବଂ ନୋ ପାର୍ Read More

ପଟିଆଲା ପନିର୍

09 Feb , 2021

ସ୍ୱାସ୍ଥ୍ୟ

patiyala-paneer

ପନିର୍‌, ଚିଜ୍‌, ଲୁଣ, ତେଲ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା, କଂଚା ଲଙ୍କା, ଧନିଆ ପତ୍ର, ପିଆଜ, କସ୍ତୁରୀ ମେଥି, ପାମ୍ପଡ, ଅଦା-ରସୁଣ ପେଷ୍ଟ, ତେଜପତ୍ର, ଗୋଲମରିଚ, ଡାଲଚିନି, ଗୋଟା ଜିରା, କାଜୁ ପେଷ୍ଟ । Read More

ସ୍କୁଲ ବାହୁଡ଼ିଲେ ନବମ ଓ ଏକାଦଶ ଛାତ୍ର ଛାତ୍ରୀ

08 Feb , 2021

ଦେଶ- ବିଦେଶ

9th-11th-class-starts

ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଠପଢା ଆରମ୍ଭ ହେବ। କ୍ଲାସ ଆରମ୍ଭ ଆଜିଠୁ ହେଉଥିବା ବେଳେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ। ସୋମବାର ଠାରୁ ଶନିବାର ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢା ହେବ ଏବଂ ରବିବାର କ୍ଲାସ ବନ୍ଦ ରହିବ। Read More

ଆଉ ରାସ୍ତାରେ ଅତିଷ୍ଠ ହେବେନି ଜୟଦେବ ବିହାର ଓ ନନ୍ଦନକାନନ ଯାତ୍ରୀ

08 Feb , 2021

ଓଡ଼ିଶା,

ପର୍ଯ୍ୟଟନ

jayadev-bihar-double-road

ଜାମରୁ ମିଳିବ ବଡ ଆଶ୍ଵସ୍ତି। ଖୁବଶୀଘ୍ର ଶେଷ ହେବ ଜୟଦେବବିହାରରୁ ନନ୍ଦନକାନନ ସମାନ୍ତରାଳରେ ଥିବା ଦୁଇ ରାସ୍ତା। ରାଜଧୀନୀର ଟ୍ରାଫିକ ଜାମ ଦୂର ପାଇଁ ସମାନ୍ତରାଳ ରାସ୍ତା ତିଆରି ହେଉଛି। ଏହି ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ଲାଗି ରହୁଥିବା ଟ୍ରାଫିକ ଜାମ କମାଇବ। ତେବେ ଧୀମା ଗତିରେ ଚାଲୁଥିବା ଏହି ସମା Read More

ପ୍ରସ୍ତୁତ କରନ୍ତୁ ସାଗୁଦାନା କଟ୍‌ଲେଟ୍‌

08 Feb , 2021

ସ୍ୱାସ୍ଥ୍ୟ

sabudana-cutlet

ସାଗୁଦାନା, ଆଳୁ, ଅଦା, କଂଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ଚିନାବାଦାମ୍‌, ଲେମ୍ବୁ ରସ, ଜିରା, ଲୁଣ, ତେଲ, ଧନିଆ ପତ୍ର, ଚିନି, ବେକିଂ ସୋଡା । Read More

ଘରେ ପ୍ରସ୍ତୁତ କରନ୍ତୁ ମଲାଇ ଚା

07 Feb , 2021

ସ୍ୱାସ୍ଥ୍ୟ

malai-tea

ପ୍ରଥମେ ଅଦା, ଲବଙ୍ଗ, ଗୁଜୁରାତିକୁ ଅଲଗା ଅଲଗା ଛେଚି ରଖିବେ । ଏହାପରେ ଏକ ସସ୍‌ପେନ୍ ଆଣି ସେଥିରେ ଛେଚା ହୋଇଥିବା ଅଦା, ଲବଙ୍ଗ, ଗୁଜୁରାତି ପକାଇ ଏହାକୁ ଗ୍ୟାସ୍‌ରେ ବସେଇ, ୧ ମିନିଟ ଯାଏଁ ମଧ୍ୟମ ଆଂଚରେ ଫୁଟିବାକୁ ଛାଡିବେ । ଏହାପରେ ସେଥିରେ ଚା’ପତି ପକାଇ ୧ ରୁ ୨ ମିନିଟ ଯାଏଁ ଫୁଟିବାକୁ ଛାଡିବେ । ତାପରେ ଗ୍ୟାସ୍ ବନ୍ଦ Read More